Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ଓ ବର୍ଷାରୁ କେମିତି କରିବେ ଫସଲ ସୁରକ୍ଷା,ଫସଲ ପରିଚାଳନା ପାଇଁ କୃଷି ବିଭାଗର ମାର୍ଗଦର୍ଶିକା 

Sangram Tripathy
Browse all articles by Sangram Tripathy
·1 year ago
ବାତ୍ୟା ଓ ବର୍ଷାରୁ କେମିତି କରିବେ ଫସଲ ସୁରକ୍ଷା,ଫସଲ ପରିଚାଳନା ପାଇଁ କୃଷି ବିଭାଗର ମାର୍ଗଦର୍ଶିକା 

ଅର୍ଗସ ବ୍ୟୁରୋ:ବାତ୍ୟା ଓ ବର୍ଷାରୁ କେମିତି କରିବେ ଫସଲ ସୁରକ୍ଷା। ଫସଲ ପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରିଛି କୃଷି ବିଭାଗ। ଧାନ ବିଲରୁ ପାଣି ନିଷ୍କାସନ ବ୍ୟବସ୍ଥା ସହ ୮୫ ଭାଗ ପାଚିଥିବା ଧାନ କାଟି ସୁରକ୍ଷିତ ସ୍ଥାନରେ ରଖବା,ଅମଳଯୋଗ୍ୟ ଡାଲିଜାତୀୟ ଓ ପନିପରିବା ଅମଳ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ରବି ଫସଲ ଲଗାଇବା ବା ବୁଣିବାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to protect crops from storms and rains, Agriculture Department guidelines for crop management | Argus News