Videos
|
Odisha

କେମିତି କମିବ ଚିକେନ ଗନ୍ଧ ? ଜାଣିବାକୁ ହେଲେ ଦେଖନ୍ତୁ ସ୍ୱାଦ ଓଡ଼ିଶା ସିଜନ-୨  

Manini Pattanayak
Browse all articles by Manini Pattanayak
·1 year ago·1 min read
କେମିତି କମିବ ଚିକେନ ଗନ୍ଧ ? ଜାଣିବାକୁ ହେଲେ ଦେଖନ୍ତୁ ସ୍ୱାଦ ଓଡ଼ିଶା ସିଜନ-୨  

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ରିୟାଲିଟି ଶୋ ସ୍ୱାଦ ଓଡିଶା ସିଜନ-୨ ରେ  ଓଡ଼ିଶାର  ଭଳିକି ଭଳି  ସୁସ୍ୱାଦୁ  ବ୍ୟଞ୍ଜନ।  ପୁରା ଓଡ଼ିଆ ଘରର ଖାଇବାର ମଜା ନିଅନ୍ତୁ  ଏବଂ  ଘରେ ରହି  ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଡିସ୍‌  ପ୍ରସ୍ତୁତ କରନ୍ତୁ।  ତେବେ ଆଜି ଆମେ ଚିକେନ୍‌ ରୋଷେଇ ବିଷୟରେ  କହିବୁ। ଅର୍ଥାତ୍‌  ରୋଷେଇ କଲାବେଳେ ଚିକେନ୍‌ ପ୍ରାୟତଃ ଗନ୍ଧ ହୋଇଥାଏ।  ଏମିତିରେ  ଚିକେନ୍‌  ସମସ୍ତଙ୍କର ଖୁବ୍‌ ପସନ୍ଦ  କିନ୍ତୁ ଏହାର ଗନ୍ଧ ପାଇଁ କିଛି ନାକ ଟେକିଥାନ୍ତି।   ତେବେ ଚିକେନ୍‌ର ଗନ୍ଧକୁ କିପରି ଦୂର କରିବେ ? 

 ଆସନ୍ତୁ ଜାଣିବା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଚିକେନକୁ ପ୍ରେସରରେ  ସିଜେଇବା ପୂର୍ବରୁ ତାକୁ ପ୍ରଥମେ  ପ୍ୟାନ୍‌ରେ କମ ଆଞ୍ଚରେ  ଫ୍ରାଏ କରି ନିଅନ୍ତୁ। ଚିକେନ୍‌ କୁ ଡିପ୍‌  ଫ୍ରାଏ ନ କରି ହାଲକା ଫ୍ରାଏ କରିବା ଯେମିତି ଚିକେନ ର କଲର ରେଡ୍‌ ଆସିବ। ଏହା  କରିବା ଦ୍ୱାରା  ଚିକେନର ଆଇଁସିଆ ଗନ୍ଧ ରୁହେ ନାହିଁ।    ତେବେ  ଏପରି ଅନେକ  ରୋଷେଇ ସମ୍ବନ୍ଧୀୟ ବିଷୟବସ୍ତୁ ଜାଣିବା ପାଇଁ  ହେଲେ ସ୍ୱାଦ ଓଡିଶା ସିଜିନ-୨ ଦେଖନ୍ତୁ। 

ପ୍ରତ୍ୟେକ  ରବିବାର ଅପରାହ୍ନ ୧ଟା ୩୦ ଏବଂ  ପୁନଃ ପ୍ରସାରଣ ସମୟ ଶୁକ୍ରବାର ରାତି ୯ଟା ୩୦ ଏବଂ  ଶନିବାର ଅପରାହ୍ନ  ୩.୩୦ ରେ କେବଳ ଅର୍ଗସ  ନ୍ୟୁଜରେ । ଏହାଛଡା ଆପଣ ୟୁଟ୍ୟୁଜ, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ରେ ମଧ୍ୟ ଏହାର ବିଭିନ୍ନ ଏପିସୋଡ Shorts ଓ Video ମାଧ୍ୟମରେ ଦେଖିପାରିବେ । 
 

How to reduce the smell of chicken? To know, watch Savad Odisha season-2 | Argus News