Videos
|
Odisha

ପୁରୀ ଜିଲ୍ଲା ପିପିଲିରୁ ନର କଙ୍କାଳ ଉଦ୍ଧାର

Rashmita Mishra
Browse all articles by Rashmita Mishra
·1 year ago
ପୁରୀ ଜିଲ୍ଲା ପିପିଲିରୁ ନର କଙ୍କାଳ ଉଦ୍ଧାର

Key Points

ପିପିଲିରୁ ନର କଙ୍କାଳ ଉଦ୍ଧାର

ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡ଼େ ପଡିଛି ନର କଙ୍କାଳ

ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି

ପୁରୀ ଜିଲ୍ଲା ପିପିଲିରୁ ନର କଙ୍କାଳ ଉଦ୍ଧାର । ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡ଼େ ପଡିଛି ନର କଙ୍କାଳ । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବାଇପାସ ପେଟ୍ରୋଲ ପମ୍ପ ନିକଟରେ ପଡିଥିଲା ଖଣ୍ଡ ବିଖଣ୍ଡିତ ନର କଙ୍କାଳ । ଶରୀରର ବିଭିନ୍ନ ଅଙ୍ଗ ପଡ଼ଥିବା ଦେଖିବାକୁ ମିଳିଥିଲା । ଏକ ଅଖାରେ ଚପଲ ସହ କିଛି ସାମଗ୍ରୀ ପୋଲିସ ଜବତ କରି ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
human-skeleton-recovered-from-pipili-in-puri-district | Argus News