Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ତ୍ରୀ ଆଗରେ ସ୍ଵାମୀର ମୃତ୍ୟୁ, ପ୍ରଥମେ ଗୁଳି ପରେ ପଥରରେ ଛେଚି ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago
ସ୍ତ୍ରୀ ଆଗରେ ସ୍ଵାମୀର ମୃତ୍ୟୁ, ପ୍ରଥମେ ଗୁଳି ପରେ ପଥରରେ ଛେଚି ହତ୍ୟା

ଢ଼େଙ୍କାନାଳରେ ଯୁବକଙ୍କୁ ବିଭତ୍ସ ହତ୍ୟା। ସ୍ତ୍ରୀ ଆଗରେ ସ୍ୱାମୀକୁ ଗୁଳି ମାଡ଼ କରିବା ପରେ ପଥରରେ ଛେଚି ହତ୍ୟା। ସହରର କାରିଗର ସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ମହେଶ୍ୱର ବେହେରା ।ଟାଉନ ପୋଲିସର ତଦନ୍ତ ଜାରି । ଗତକାଲି ମହେଶ୍ବର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ହଠାତ ଦୁର୍ବୃତ ମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ ।


ଗୁଳିମାଡ ଶୁଣି ତାଙ୍କ ସ୍ତ୍ରୀ ଘର ବାହାରକୁ ଆସିଥିଲେ । ଏହି ସମୟରେ ତାଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ତାଙ୍କୁ ଘୋଷାଡି ଘୋଷାଡି ପଥରରେ ଛେଚି ହତ୍ୟା କରିଥିଲେ । ଟାଉନ ପୋଲିସ ଘଟଣାର ତଦନ୍ତ କରୁଛି । ଢ଼େଙ୍କାନାଳରେ ଯୁବକଙ୍କୁ ବିଭତ୍ସ ହତ୍ୟା।ସ୍ତ୍ରୀ ଆଗରେ ସ୍ୱାମୀକୁ ଗୁଳି ମାଡ଼ କରି ପଥର ଛେଚି ହତ୍ୟା।ସହରର କାରିଗର ସାହିରେ ଘଟିଛି ଏହି ହତ୍ୟାକାଣ୍ଡ।ମୃତକ ହେଲେ ମହେଶ୍ୱର ବେହେରା।ଟାଉନ ପୋଲିସର ତଦନ୍ତ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Husband dies in front of wife | Argus News