୬ ମାସ ଛୁଟି ପରେ କାର୍ଯ୍ୟରେ ଯୋଗ ଦେଲେ IAS ସୁଜାତା କାର୍ତ୍ତିକେୟନ
·1 year ago

ଅର୍ଗସ ବ୍ୟୁରୋ: ୬ ମାସ ଛୁଟି ପରେ କାର୍ଯ୍ୟରେ ଯୋଗ ଦେଲେ ସୁଜାତା କାର୍ତ୍ତିକେୟନ । ପୂର୍ବରୁ ଦାୟିତ୍ୱ ରେ ଥିବା ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି ସୁଜାତା । ୬ ମାସ ଛୁଟି ରେ ରହିବା ପରେ ଆଉ 6 ମାସ ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା । ଯାହାକୁ ଗତକାଲି ରାଜ୍ୟ ସରକାର ଆଗ୍ରାହ୍ୟ କରିଦେଇଥିଲେ । ରାଜ୍ୟ ସରକାର ଅଧିକ ୬ ମାସ ଛୁଟି ଆବେଦନ ଖାରଜ କରିବା ପରେ ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି ସୁଜାତା କାର୍ତ୍ତିକେୟନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
