IED ବିସ୍ଫୋରଣ,୨ ITBP ଯବାନ ଶହୀଦ
·1 year ago

ଅର୍ଗସ ବ୍ୟୁରୋ:ଓଡିଶା ସୀମାନ୍ତ ନାରାୟଣପୁର ଜିଲ୍ଲାରେ IED ବିସ୍ଫୋରଣରେ ଦୁଇ ITBP ଯବାନ ସହିଦ। ନକ୍ସଲ ଆକ୍ରମଣରେ ଆଉ ଦୁଇ ଯବାନ ଆହତ ହୋଇଛନ୍ତିITBP, BSF ଏବଂ DRG ର ମିଳିତ ଟିମ ଅପରେସନରୁ ଫେରୁଥିବାବେଳେ ହୋଇଥିଲା ବିସ୍ଫୋରଣ। ନକ୍ସଲଙ୍କୁ ଦୃଢ଼ ଜବାବ ଦେବାକୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: