Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ, ଜଣେ ମୃତ

Rashmita Mishra
Browse all articles by Rashmita Mishra
·1 year ago
ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ, ଜଣେ ମୃତ

Key Points

ଆଇଇଡି ବିସ୍ଫୋରଣରରେ ଜଣେ ମୃତ
ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ପୋରଣ
ବିସ୍ଫୋରଣରେ ସୁରଜ ବ୍ରଜୁ ନାମକ ଯୁବକ ମୃତ
ଜଙ୍ଗଲକୁ ଯାଇଥିବା ବେଳେ ହୋଇଥିଲା ବିସ୍ଫୋରଣ
ମାଓବାଦୀଙ୍କ ବିରୋଧରେ ଚାଲିଛି ଜୋରଦାର ଅପରେସନ୍

ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଝାଡଖଣ୍ଡର ଛୋଟନାଗରା ଥାନା ବଲିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ବିଛାଇଥିଲେ ଲ୍ୟାଣ୍ଡମାଇନ୍ସ । ସୁରଜ ବ୍ରଜୁ ନାମକ ଜଣେ ଯୁବକ ଜଙ୍ଗଲକୁଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ମାଓବାଦୀଙ୍କ ବିରୋଧରେ ଚାଲିଛି ଜୋରଦାର ଅପରେସନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ied-blast-in-saranda-forest-one-dead | Argus News