Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିକା ଥାନା ନଳବଣ୍ଟା ଗାଁରେ ବାଣ ଗୋଦାମରେ ଚଢାଉ

Smruti Parija
Browse all articles by Smruti Parija
·1 year ago
ଆସିକା ଥାନା ନଳବଣ୍ଟା ଗାଁରେ ବାଣ ଗୋଦାମରେ ଚଢାଉ

ବ୍ରହ୍ମପୁର: ଦୀପାବଳିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ଚଢାଉ । ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ କୋଟିନଡା ଓ ଆସିକା ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି l ଚଢ଼ାଉରେ ଦଶଲକ୍ଷରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକାରର ବାଣ ଓ ସରଞ୍ଜାମ ଜବତ ହୋଇଛି । ଗୋଟିଏ ଅଟୋ ସହ ତିନିଜଣଙ୍କୁ ଗିରଫ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
illegal-fire-cracker-worth-of-10-lakh-seized-in-odishas-ganjam | Argus News