Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆମେରିକାରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଜଗନ୍ନାଥପ୍ରେମୀଙ୍କ ସହ ପ୍ରବାସୀ ଓଡ଼ିଆଙ୍କ ବିରୋଧ

Odisha

ଆମେରିକାରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଜଗନ୍ନାଥପ୍ରେମୀଙ୍କ ସହ ପ୍ରବାସୀ ଓଡ଼ିଆଙ୍କ ବିରୋଧ

Sangram Tripathy
Browse all articles by Sangram Tripathy
·1 year ago
ଆମେରିକାରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଜଗନ୍ନାଥପ୍ରେମୀଙ୍କ ସହ ପ୍ରବାସୀ ଓଡ଼ିଆଙ୍କ ବିରୋଧ

ଅର୍ଗସ ବ୍ୟୁରୋ:ଆମେରିକା ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରି ଅଡୁଆରେ ଇସ୍କନ।  ଅଦିନିଆ ରଥଯାତ୍ରାକୁ ବାରଣ ସହ  ଗଜପତିଙ୍କ ଚିଠି ପରେ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ,କହିଲେ, ଖ୍ୟାତି ଅର୍ଜନ ପାଇଁ ଜାଣିଶୁଣି ବିଧିର କରାଯାଉଛି ଉଲ୍ଲଂଘନ। ସେପଟେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ମହାପ୍ରଭୁଙ୍କ ରୀତିନୀତିରେ ବିଚ୍ୟୁତି ନ ହେଉ, ଗୁରୁତ୍ବ ଦେଉଛନ୍ତି ସରକାର। ଇସ୍କନର ଅଦିନିଆ ରଥଯାତ୍ରାକୁ  ଜଗନ୍ନାଥପ୍ରେମୀଙ୍କ ସହ ପ୍ରବାସୀ ଓଡ଼ିଆ ମଧ୍ୟ ବିରୋଧ କରିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Immigrant Orthodox protest against ISKCON's one-day march in America with Jagannatha lovers | Argus News