Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭରତପୁର ଥାନା ଅଞ୍ଚଳରେ ସ୍ତ୍ରୀକୁ ନିଶା ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା,ରିମାଣ୍ଡରେ ଆସି ଡେମୋ ଦେଖାଇବେ ଅଭିଯୁକ୍ତ 

Sangram Tripathy
Browse all articles by Sangram Tripathy
·1 year ago
ଭରତପୁର ଥାନା ଅଞ୍ଚଳରେ ସ୍ତ୍ରୀକୁ ନିଶା ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା,ରିମାଣ୍ଡରେ ଆସି ଡେମୋ ଦେଖାଇବେ ଅଭିଯୁକ୍ତ 

ଅର୍ଗସ ବ୍ୟୁରୋ: ଭରତପୁର ଥାନା ଅଞ୍ଚଳରେ ସ୍ତ୍ରୀକୁ ନିଶା ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା। ଦିନିକିଆ ରିମାଣ୍ଡରେ ଆସିବ ସ୍ବାମୀ ପ୍ରଦ୍ୟୁମ୍ନ ଏବଂ ଦୁଇ ସହଯୋଗୀ ମହିଳା । ରିମାଣ୍ଡରେ ଆସିଲେ ଡେମୋ ଦେଖାଇବେ ଅଭିଯୁକ୍ତ। ଘଟଣା ସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିବ ଭରତପୁର ଥାନା ପୋଲିସ । ଆଜି ମଧ୍ୟ ଆସିପାରେ ମୃତ ଶୁଭଶ୍ରୀଙ୍କ ପୂର୍ଣାଙ୍ଗ ପୋଷ୍ଟ ମୋର୍ଟମ ରିପୋର୍ଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Bharatpur police station area, the murder of a woman by injecting drugs, the accused will come and show a demonstration on remand. | Argus News