ରେଙ୍ଗାଲିରେ ଅର୍ଗସ ପ୍ରତିନିଧିଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ମାରପିଟ
·2 years ago

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଜେଡି କର୍ମୀଙ୍କ ଗୁଣ୍ଡାଗିରି। ରେଙ୍ଗାଲି ଠେଲକୋଇରେ ବିଜେଡ଼ି କର୍ମୀଙ୍କ ଉତ୍ପାତ। ଅର୍ଗସ ପ୍ରତିନିଧିଙ୍କୁ ଗାଳି ଗୁଲଜ ସହ ମାରପିଟ୍ ହୋଇଛି। ଟଙ୍କା ବଣ୍ଟା ଯାଉଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ବିଜେଡ଼ିର ଗୁଣ୍ଡାଙ୍କ ଉତ୍ପାତ।
ଠେଲକୋଇରେ ବିଜେଡି କର୍ମୀ ସୁଜିତ ବିଶ୍ବାଳ, ଅମିତ କୁମାର ନାଥ, ଦେବେନ୍ଦ୍ର ନାଥ, ବାସୁ ପାଣ୍ଡିଆନ, ରୋଶନ ନାଥ, ଲୋକନାଥ ନାଥ, ବିଜେଡି ନାଏକ ଓ ଆକାଶ କୁମାର ନାଥ ଅର୍ଗସ ଟିମ ଉପରେ ଆକ୍ରମଣ କରିଥିଲେ।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: