Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା,୧୩ ଅଟକ

Sangram Tripathy
Browse all articles by Sangram Tripathy
·1 year ago
ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା,୧୩ ଅଟକ

ଅର୍ଗସ ବ୍ୟୁରୋ:ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ସଦର ଥାନାକୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି ପୋଲିସ । ଗତକାଲି କରମଡିହି ସାତପଡ଼ାରେ ପରକୀୟା ପ୍ରୀତିକୁ ନେଇ ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ୧୩ଜଣ  ଅନୁଗୁଳ ଅଞ୍ଚଳରେ ଯାଯାବର ଭାବେ ରହୁଥିଲେ। ହତ୍ୟାକାଣ୍ଡରେ ସଂପୃକ୍ତ 4 ଦୃର୍ବୁତ୍ତ ଏହି ଯାଯାବର ଗୋଷ୍ଠୀର ବୋଲି ସନ୍ଦେହ କରୁଛି ପୋଲିସ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Sundergarh, 5 people were killed by the Parkaniyapreeti, 13 were detained | Argus News