Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀ ରେ ପୁଣି ମାତିଲେ ଲୁଟେରା

Rashmita Mishra
Browse all articles by Rashmita Mishra
·1 year ago
ରାଜଧାନୀ ରେ ପୁଣି ମାତିଲେ ଲୁଟେରା

ଅର୍ଗସ ବ୍ୟୁରୋ: ରାଜଧାନୀ ରେ ପୁଣି ମାତିଲେ ଲୁଟେରା ପାର୍ବଣ ପୂର୍ବରୁ ଅଶାନ୍ତ ରଜଧନୀ । ଦିନ ଦିହିପହରେ ମତିଲେ ଲୁଟେରା ।ବାଇକରେ ଆସି ଝାମ୍ପିନେଲେ ୫ଲକ୍ଷ ଟଙ୍କା ।ଘଟଣାଟି ଘଟିଛି CRP ଛକ ପାଖରେ ।ଜଣେ ବ୍ୟକ୍ତି ବ୍ୟାଙ୍କ ରୁ ୫ ଲକ୍ଷ ଟଙ୍କା ଉଠେଇ ସ୍କୁଟି ପାଖରେ ଠିଆ ହୋଇଥିବା ବେଳେ ଦୁଇ ଦୁର୍ବୃତ୍ତ ଆସି ବାଇକରେ ଆସି ଝାମ୍ପିନେଲେ ।ନୟାପଲ୍ଲୀ ଥାନା ରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the capital, robbers again | Argus News