Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...

Odisha

speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...

Smruti Parija
Browse all articles by Smruti Parija
·1 year ago·2 min read
speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...
  • କେନ୍ଦ୍ରାପଡାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ଦାନା .... ପ୍ରବଳ ବର୍ଷା ସହ ଜୋରରେ ବହିଲା ପବନ 
  • ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ତାଣ୍ଡବ ରଚୁଛି ବାତ୍ୟା .... ତୁହାକୁ ତୁହା ପବନ ସହ ଲଗାଣ ବର୍ଷାରୁ ବେହାଲ ହୋଇଛି ସ୍ଥିତି .... ଉଡିଛି ଆଜବେଷ୍ଟସ୍ ... ଉପୁଡି ପଡିଛି ଗଛ ... ଉଦ୍ଧାର କାର୍ଯ୍ୟ ଜାରି ....
  • ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା ... ହବାଳିଖଟିରେ ଲ୍ୟାଣ୍ଡଫଲ ବେଳେ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଲୋକଙ୍କ ମନରେ ଛନକା ଭରିଲା ପବନର ବେଗ ... 100 ରୁ 110 କିମି ବେଗରେ ବହିଲା ପବନ ....  5 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା 
  • ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ଜାରି ରହିଛି ବାତ୍ୟା ଦାନାର ପ୍ରଭାବ ... ଚାନ୍ଦବାଲିରେ ଘଣ୍ଟାପ୍ରତି ୮୨ କିମି ବେଗରେ ବହିଲା ପବନ ... ଚାନ୍ଦବାଲିରେର ସର୍ବାଧିକ ୧୩୧.୬ ମିଲିମିଟର ବର୍ଷା ରେକର୍ଡ ...ପାରାଦୀପରେ ୫୮.୩ ମିଲିମିଟର ଓ  ବାଲେଶ୍ବରର ୪୨.୮ ମିମି ବର୍ଷା ରେକର୍ଡ  
  • ଦାନା ପ୍ରଭାବରେ ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ..... ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ 9 ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ .... 6 ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ
  • ବାତ୍ୟା ଦାନା ପ୍ରଭାବରେ ବୁଡିଗଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ ...ପାଣି ଘେରରେ ୫୭୧ ପରିବାର ...
  • ଆଜି ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ ...ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବା ନେଇ  ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା
  • ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ଗର୍ଭବତୀ କଲେ ପ୍ରସବ...ଧୂସୁରି ମେଡିକାଲରେ ଜନ୍ମିତ ପୁଅର ନାଁ ଦେଲେ ଦାନା
  • ବାତ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...SRC ଅଫିସ୍ ରେ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ସ୍ଥିତି କଲେ ସମୀକ୍ଷା
  • ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଭୁବନେଶ୍ୱରରେ ବିମାନ ଚଳାଚଳ ହେଲା ସ୍ୱାଭାବିକ...ସକାଳ ୮ଟାରୁ ବିମାନ ଚଳାଚଳ ପୂର୍ବଭଳି ସ୍ୱାଭାବିକ ହେବା ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the middle of the night-cyclone-hits-at-habalikhati-bhitarakanika | Argus News