Videos
|
Odisha

କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା

Sangram Tripathy
Browse all articles by Sangram Tripathy
·1 year ago
କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା

ଅର୍ଗସ ବ୍ୟୁରୋ:କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିଛି କଟକଣା। ୧୮ ତାରିଖରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ ଅର୍ଥାତ ସିଂହଦ୍ବାର ଏବଂ ପଶ୍ଚିମ ଦ୍ବାର ଦେଇ ପ୍ରବେଶ ଅନୁମତି ମିଳିଛି। ଏହା ଭକ୍ତଙ୍କ ପାଇଁ ଲାଗୁ ହେବ କିନ୍ତୁ ସେବକ କିମ୍ବା ସେବକଙ୍କ ପରିବାର ପାଇଁ ଏହା ଲାଗୁ ହେବ ନାହିଁ। ସିଂହଦ୍ବାର ବ୍ୟତିତ ୩ ଦ୍ବାର ଦେଇ ଶ୍ରୀ ମନ୍ଦିରରୁ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In the month of Kartik, there is a crackdown on disciplined darshan at Sri Temple | Argus News