Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆବର୍ଷରେ ଚାଲିଗଲା ନାବାଳିକାର ଜୀବନ, ଜଣେ ଆହତ

Argus News
Browse all articles by Argus News
·1 year ago
ନୂଆବର୍ଷରେ ଚାଲିଗଲା ନାବାଳିକାର ଜୀବନ, ଜଣେ ଆହତ

ଅର୍ଗସ ବ୍ୟୁରୋ : ନୁଆବର୍ଷରେ ଅଘଟଣ । ଚାଲିଗଲା ନାବାଳିକାଙ୍କ ଜୀବନ, ଜଣେ ଆହତ । କଟକ ବୋଷ କଲେଜ ସାମ୍ନା ରିଂ ରୋଡ଼ରେ ଏହି ଦୁର୍ଘଟଣା ଘଟିଛି । ସ୍କୁଟି ଚାଳକକୁ ଧକ୍କା ଦେଲା ହାଇୱା।

ସ୍କୁଟିରେ ଚୌଦ୍ୱାରରୁ ବିଡାନାସୀରେ ଥିବା ଚର୍ଚ୍ଚକୁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରେ ୬ ବର୍ଷର ଝିଅ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଚୌଦ୍ୱାରର ଶ୍ରଦ୍ଧା ରାଉତ । ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ହାଇୱା ଗାଡିକୁ ଜବତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the New Year, the life of a minor was lost, one was injured | Argus News