କଟକ ବାଲିଯାତ୍ରାରେ ଅଘଟଣ
·1 year ago

ଅର୍ଗସ ବ୍ୟୁରୋ: କଟକ ବାଲିଯାତ୍ରାରେ ଅଘଟଣ। ଇଲେକ୍ଟ୍ରି କରେଣ୍ଟ ଲାଗି ଜଣେ ମୃତ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। କ୍ୟାଣ୍ଟନମେଣ୍ଟ ଥାନା ଠାରୁ କିଛି ଦୂରରେ ଇଲେକ୍ଟ୍ରି ତାର ଲାଗି ଯୁବକ ଜଣକ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଂକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: