ଖଣି କମ୍ପାନୀର ଏକକାଳୀନ 8ଟି ସ୍ଥାନରେ ଆୟକର ଚଢାଉ
·1 year ago

ଅର୍ଗସ ବ୍ୟୁରୋ: ଖଣି କମ୍ପାନୀ ଉପରେ ଆୟକର ଚଢାଉ । ଏକକାଳୀନ 8ଟି ସ୍ଥାନରେ ରେଡ୍। ଏସ.ଏନ ମହାନ୍ତି ଗ୍ରୁପ ଉପରେ ଆୟକର ବିଭାଗର ବଡ଼ ରେଡ୍। ଯୋଡା ବଡବିଲରେ ଥିବା କମ୍ପାନୀର ଅଫିସ, ଭୁବନେଶ୍ବରରେ ଥିବା ଘର ଓ କର୍ପୋରେଟ ଅଫିସ ଉପରେ ଚାଲିଛି ଚଢାଉ । ତେବେ ଏସଏନ ମହାନ୍ତି ଗ୍ରୁପର ମୁଖ୍ୟ ହେଉଛନ୍ତି ପ୍ରବୋଧ ମହାନ୍ତି। ପ୍ରବୋଦ ଏବେ UCCIର ସଭାପତି ଅଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: