Videos
|
Odisha

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗର ଚଢାଉ

Swoyang prajna Mishra
Browse all articles by Swoyang prajna Mishra
·1 year ago
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗର ଚଢାଉ

Key Points

ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ତନାଘନା । ଆଜି ଭୋର ୫ରୁ ଚଢାଉ କରିଛି ଆୟକର ବିଭାଗ । ସମ୍ବଲପୁର , ଝାରସୁଗୁଡା, ଦିଲ୍ଲୀରେ ଚଢାଉ । ବିଭିନ୍ନ ସ୍ଥାନରେ ଚଢାଉରେ ୨୦ଟି ଟିମ୍ ସାମିଲ ଅଛନ୍ତି ।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ଚଢାଉ । ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ତନାଘନା । ଆଜି ଭୋର ୫ରୁ ଚଢାଉ କରିଛି ଆୟକର ବିଭାଗ । ସମ୍ବଲପୁର , ଝାରସୁଗୁଡା, ଦିଲ୍ଲୀରେ ଚଢାଉ ।


ବିଭିନ୍ନ ସ୍ଥାନରେ ଚଢାଉରେ ୨୦ଟି ଟିମ୍ ସାମିଲ ଅଛନ୍ତି । ଚଢାଉରେ ୧୦୦ ଆୟକର ଅଧିକାରୀ ସାମିଲ ଅଛନ୍ତି । ୪୦ ସିଆରପିଏଫ ସାମିଲ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Income Tax Department raids former minister Naba Das' house | Argus News