ପୁରୀରେ ହାଇଆଲର୍ଟ; ଶ୍ରୀମନ୍ଦିରରକୁ ଯିବା ପାଇଁ କଡା ଚେକିଂ
·1 year ago

ପୁରୀର ଅନେକ ସ୍ଥାନରେ କଡାକଡି ଚେକିଂ । ମୁଖ୍ୟ ପ୍ରବେଶ ପଥଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚେକିଂ । ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ସୁରକ୍ଷା କଡାକଡି । ହୋଟେଲ ଓ ଲଜରେ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ରାତି ସାରା ଚେକିଂ, ବ୍ଲକିଂ । ପୁରୀ ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ କରୁଛନ୍ତି ଯାଞ୍ଚ । ସହରର ସବୁ ପ୍ରବେଶ ପଥରେ ନାକା ଚେକିଂ ଜୋରଦାର କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ହୋଟେଲ ଓ ଲଜରେ ମଧ୍ୟ ଚେକିଂ ଜୋରଦାର କରାଯାଇଛି । ସେହିପରି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଯୁଦ୍ଧ ପରିସ୍ଥିତିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ପ୍ରଶାସନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: