ସ୍ତ୍ରୀ ଓ ଝିଅ ସାମ୍ନାରେ ଚାଲିଗଲା ବାପାର ଜୀବନ
·1 year ago

ସୁନ୍ଦରଗଡ: ମା' ଝିଅ ସାମ୍ନାରେ ବାପା ଉପରେ ଚଢିଗଲା ଟ୍ରଲର। ସୁନ୍ଦରଗଡ଼ ଟାଉନ ଥାନା ପାରିଜାତ ପାର୍କ ନିକଟ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍ତ୍ରୀ ଓ ଝିଅ ସାମ୍ନାରେ ଚାଲିଗଲା ବାପାର ଜୀବନ । ମାଆ ଗୁରୁତର । ଛୁଆକୁ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ଚଢିଗଲା ଟ୍ରଲର । ଘଟଣାସ୍ଥଳରେ ଉତ୍ତେଜନା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: