Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଦିବସ 

Odisha

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଦିବସ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଦିବସ 

ନୂଆଦିଲ୍ଲୀ : ଆଜି ହେଉଛି ଅନ୍ତରାଷ୍ଟ୍ରୀୟ  ଚନ୍ଦ୍ର ଦୀବସ । ଆଜିର ଦିନରେ ଚନ୍ଦ୍ରରେ ପାଦ ରଖିଥିଲା ମଣିଷ।  ପ୍ରତି ବର୍ଷ ୨୦ ଜୁଲାଇରେ ଅନ୍ତରାଷ୍ଟ୍ରୀୟ  ଚନ୍ଦ୍ରମା ଦିବସ  ପାଳନ କରାଯାଇଥାଏ। ଆଜିର ଦିନରେ  ୧୯୬୯ରେ ଚନ୍ଦ୍ରମା ଉପରେ  ପାଦ ରଖିଥିବା ପ୍ରଥମ ମଣିଷ ନୀଲ ଆର୍ମଷ୍ଟ୍ରଙ୍ଗ ଏବଂ ବଜ ଏଲଣ୍ଡ୍ରିନ୍‌ ଙ୍କ ଯୋଗଦାନ ର ସମ୍ମାନ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।

20 ଜୁଲାଇ  ୧୯୬୯ରେ ଏହି ଦୁଇ ଜଣ  ନାସାର ଆପୋଲ ୧୧ ମିଶନରେ  ଚନ୍ଦ୍ରମା ଉପରେ ଓହ୍ଲାଇବାରେ  ପ୍ରଥମ ବ୍ୟକ୍ତି ହୋଇଥିଲେ।  ଆପୋଲ  ୧୧ ମିଶନ ଅନୁସାରେ ଆମେରିକା ୧୯୬୯ ରୁ ୧୯୭୨ ପର୍ଯ୍ୟନ୍ତ ୬ ମାନବ ମିଶନ ଚନ୍ଦ୍ରମାକୁ ପଠାଇଥିଲା।  ବର୍ଷ ୧୯୬୬ ରେ ରୁଷରେ ଲୁନା ୯ ସହିତ  ଚନ୍ଦ୍ରରେ  ପ୍ରଥମ ସଫଳ ସପ୍ଟ ଲ୍ୟାଣ୍ଡିଙ୍ଗ କରାଇଥିଲା। ସେହିପରି  ୨୦୧୯ରେ ଭାରତ ଚନ୍ଦ୍ରାୟନ-୩ ଚନ୍ଦ୍ରରେ  ପ୍ରଥମ ସଫଳପୂର୍ବକ ରୋବର ପଟାଇଥିଲା।   

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
international moon day today was the first step on the moon | Argus News