Videos
|
Odisha

ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି-ପୋଲିସ ଡିଜି

Smruti Parija
Browse all articles by Smruti Parija
·1 year ago·1 min read
ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି-ପୋଲିସ ଡିଜି

Key Points

FM କଲେଜ୍ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା

ଗତ ୩୦ ତାରିଖରେ ICCରେ ଅଭିଯୋଗ କରିଥିଲେ ପୀଡ଼ିତା

କଲେଜ ଅଥରିଟି ଏହାର ତଦନ୍ତ କରିଥିଲେ, ମାତ୍ର କିଛି ପ୍ରମାଣ ମିଳିଲା ନାହିଁ

ବାଲେଶ୍ଵର FM କଲେଜ୍ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା । ଗତ ୩୦ ତାରିଖରେ ICCରେ ଅଭିଯୋଗ କରିଥିଲେ ପୀଡ଼ିତା । କଲେଜ ଅଥରିଟି ଏହାର ତଦନ୍ତ କରିଥିଲେ, ମାତ୍ର କିଛି ପ୍ରମାଣ ମିଳିଲା ନାହିଁ । ଯାହାର ରିଆକ୍ସନରେ ଛାତ୍ରୀ ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ତଦନ୍ତରେ ବହୁ ଲିଡ୍‌ ମିଳି ସାରିଛି । ବହୁତ ପ୍ରମାଣ ଯୋଗାଡ଼ କରିଛୁ, ଏବେ ବି ତଦନ୍ତ ଜାରି ରହିଛି । ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ, ଏବେ ତାହା ବଦଳୁଛି ।


ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି । ଜବତ ସିସିଟିଭି ଷ୍ଟେଟ୍‌ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଡିଜିଟାଲ୍‌ ପ୍ରମାଣକୁ ନେଇ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବୁ । ଆମ ଟିମ୍‌ ବାଲେଶ୍ବରରେ ଆଉ କିଛି ଦିନ ରହି ତଦନ୍ତ କରିବ । ପୀଡ଼ିତା ନ୍ୟାୟ ପାଇବେ କହିଲେ କ୍ରାଇମବ୍ରାଞ୍ଚ ଡିଜି । ଘଟଣା ପୂର୍ବରୁ ମୃତ ଛାତ୍ରୀ ପୋଲିସକୁ ଜଣାଇଥିଲେ କି ପ୍ରଶ୍ନରେ ରଖିଲେ ମତ । ଛାତ୍ରୀ ଜଣଙ୍କ ଏନେଇ ପୋଲିସକୁ ଜଣାଇନଥିଲେ କହିଲେ ଡିଜି ।

interrogation-of-eyewitnesses-and-committee-members-is-ongoing-police-dg | Argus News