Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ

Smruti Parija
Browse all articles by Smruti Parija
·1 year ago
ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡିଏସ କୁଟ୍ଟେ । ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି ହୋଇଛି ।  ଏବେ ଗୃହ ବିଭାଗର ଓଏସ୍‌ଡି ଅଛନ୍ତି ଡି.ଏସ୍‌ କୁଟ୍ଟେ । 

ତେବେ ଏହା ପର୍ବରୁ ଆଇଟିବିପି ଆଇଜି ଭାବେ ଡେଜପୁଟେସନରେ ଯାଇଛନ୍ତି ଆଶିଷ ସିଂ । ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ  ଡେପୁଟେସନ୍‌ରେ ଯାଇଛନ୍ତି । ନିର୍ବାଚନ ସମୟରେ ମିଛ କହି ମେଡିକାଲ ଲିଭ୍ ନେଇଥିଲେ ଆଶିଷ ସିଂ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPS-DS-Kutte went on deputation as BSF IG | Argus News