Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର

Smruti Parija
Browse all articles by Smruti Parija
·10 months ago·1 min read
୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର

Key Points

IPS ସ୍ତରରେ ଅଦଳବଦଳ

୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର

ପ୍ରତୀକ ସିଂ ହେଲେ ପୁରୀ ଏସ୍‌ପି

ପିନାକ ମିଶ୍ର ହେଲେ ପୁରୀ ଡିଆଇଜି

IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର । ସନ୍ତୋଷ ବାର୍ଲା ହେଲେ ରାଜ୍ୟ ଫରେନସିକ୍‌ ଲାବୋରେଟୋରୀର ନିର୍ଦ୍ଦେଶକ । ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ସଞ୍ଜୟ କୁମାର କୌଶଲଙ୍କୁ EOWର ଆଇଜି ଦାୟିତ୍ବ । ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସର IG । ସଞ୍ଜୟ କୁମାର କୌଶଲ EOW ଆଇଜି । ପ୍ରତୀକ ସିଂ ହେଲେ ପୁରୀ ଏସ୍‌ପି । ପ୍ରତ୍ୟୁଷ ଦିବାକର ହେଲେ ବାଲେଶ୍ବର ଏସ୍‌ପି । ବୀନିତ ଅଗ୍ରୱାଲ କଟକ ଗ୍ରାମାଞ୍ଚଳ ଏସ୍‌ପି । ରାଜ ପ୍ରସାଦ ସ୍ପେଶାଲ ବ୍ରାଞ୍ଚ୍‌ ଏସ୍‌ପି । ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସ୍‌ପି । ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସ୍‌ପି । ଅମ୍ରିତପାଲ ସିଂ ନୂଆପଡ଼ା ଏସ୍‌ପି । ଅମ୍ରିତପାଲ କୌର ସୁନ୍ଦରଗଡ଼ ଏସ୍‌ପି । ଭବାନୀ ଶଙ୍କର ଉଦ୍‌ଗାତା- ରେଲୱେ, କଟକ ଏସ୍‌ପି ।



Sponsored
ips-resuffle-pratik-singh-becomes-puri-sp-argus-news | Argus News