Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା,ବିଧି ଓ ପରମ୍ପରାର ଉଲ୍ଲଘଂନ କରି ଖ୍ୟାତି ପାଇଁ କରୁଛନ୍ତି ପ୍ରୟାସ:ଶଙ୍କରାଚାର୍ଯ୍ୟ

Odisha

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା,ବିଧି ଓ ପରମ୍ପରାର ଉଲ୍ଲଘଂନ କରି ଖ୍ୟାତି ପାଇଁ କରୁଛନ୍ତି ପ୍ରୟାସ:ଶଙ୍କରାଚାର୍ଯ୍ୟ

Sangram Tripathy
Browse all articles by Sangram Tripathy
·1 year ago
ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା,ବିଧି ଓ ପରମ୍ପରାର ଉଲ୍ଲଘଂନ କରି ଖ୍ୟାତି ପାଇଁ କରୁଛନ୍ତି ପ୍ରୟାସ:ଶଙ୍କରାଚାର୍ଯ୍ୟ

ଅର୍ଗସ ବ୍ୟୁରୋ:ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ ସାମ୍ମାକୁ ଆସିଛି। କହିଛନ୍ତି ବିଧି ଉଲ୍ଲଘଂନ କରି ଖ୍ୟାତି ପାଇଁ ପ୍ରୟାସ କରୁଛନ୍ତି। ଏଥିରେ ସେମାନଙ୍କର ଭଲ ହେବ ନାହିଁ। ଜାଣିଶୁଣି ନିଜ ଖ୍ୟାତି ପାଇଁ ବିଧି ଉଲଘଂନ କରୁଛନ୍ତି । ଖ୍ୟାତି ପାଇଁ ଯିଏ ନିୟମ ଉଲଘଂନ କରେ ତାକୁ ସଫଳତା ବଦଳରେ ବିଫଳତା ମିଳେ। ଆଉ ସେ ଉପହାସର ପାତ୍ର ହୁଏ ।ତେବେ ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶାରେ ବିଭିନ୍ନ ମହଲରୁ ବିରୋଧର ସ୍ବର ଉଠିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
ISKCON is trying to gain fame by violating the rules and traditions of the Aday Rath Yatra: Shankaracharya | Argus News