Videos
|
Odisha

ଦିନେ ଭୁଲରେ ତିଆରି ହୋଇଥିଲା ଆଜି ବିଶ୍ବ ପ୍ରସିଦ୍ଧ

Arpita Mohanty
Browse all articles by Arpita Mohanty
·1 year ago·1 min read
ଦିନେ ଭୁଲରେ ତିଆରି ହୋଇଥିଲା ଆଜି ବିଶ୍ବ ପ୍ରସିଦ୍ଧ

ଜଗନ୍ନାଥଙ୍କର ଏମିତି ଏକ ପ୍ରିୟ ମିଠା ଅଛି ଯାହାର ସୃଷ୍ଟି ଆକସ୍ମିକ ଭାବରେ ବଳକା ପଦାର୍ଥରୁ ହେଇଥିଲା କିନ୍ତୁ ଏବେ ଏହା ବିଶ୍ୱ ଦରବାରରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିସାରିଛି। ପୃଥିବୀର କୋଣ ଅନୁକୋଣରୁ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ଓଡିଶା ଆସୁଛନ୍ତି । ଅନେକ ସମୟରେ ବଲିଉଡ ସେଲିବ୍ରିଟିଙ୍କୁ ଏହାର ପ୍ରଶଂସା କରୁଥିବାର ଦେଖିବାକୁ ମିଳେ। ଏହା ଆଉ କିଛି ନୁହେଁ ଏହା ହେଉଛି ଆମ ସଭିଙ୍କର ପ୍ରିୟର ଛେନାପୋଡ଼।


ସାଧାରଣତଃ ଆମେ ପୋଡା ଖାଦ୍ୟକୁ ଫିଙ୍ଗିଦେଉ କିନ୍ତୁ ଛେନାପୋଡ଼ ତାର ପୋଡା ଅଂଶ ପାଇଁ ବେଶୀ ଲୋକପ୍ରିୟ। ଅଧିକାଂଶ ଲୋକ ଏହାର ପୋଡା ଭାଗକୁ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି। ତେବେ ଆସନ୍ତୁ ଆଜି ଜାଣିବା ଯେ ଏହି ଛେନାପୋଡ଼କୁ ପୋଡିକି କାହିଁକି ତିଆରି କରାଗଲା ଏହା ପଛର ଉଦେଶ୍ୟ କଣ ଥିଲା ? ଏବଂ କାହିଁକି ଏପ୍ରିଲ ୧୧ ଦିନ ଛେନାପୋଡ ଦିବସ ପାଳନ କରାଯାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇ ଉପରେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ ।