ସେପ୍ଟେମ୍ବର ୭ରେ ପୃଥିବୀ ଛୁଇଁବ

ଅର୍ଗସ ବ୍ୟୁରୋ:ସୁନିତାଙ୍କ ବିନା ଫେରିଲା ବୋଇଂ ଷ୍ଟାରଲାଇନର୍..ସେପ୍ଟେମ୍ବର ୬ ସଂଧ୍ୟା ୬ଟା ET ଅର୍ଥାତ୍ ଭାରତୀଯ ସମଯ ଭୋର ୩ ଟା ସମଯରେ ଇଣ୍ଟରନେସନାଲ ସ୍ପେସ ଷ୍ଟେସନ୍ ରୁ ଅନ୍ ଡକ୍ ହେବାକୁ ଜାଉଛି.. ଫଲ୍ଟି ବୋଇଁ ଷ୍ଟାରଲାଇନର୍ । ଏବଂ ଏହା ୭ ତାରିଖ ରାତି ୧୨:୦୩ ରେ ପୃଥିବୀ ଛୁଇଁବା ନେଇ ଆଶା କରାଜାଉଛି...ନିଉ ମେକସ୍ିକୋର ହ୍ବାଇଟ ସାଣ୍ଡ ସ୍ପେସ ହାରବର୍ ରେ ଷ୍ଟାରଲାଇନର୍ ପହଂଚିବା ନେଇ ନାସା ର ସୂଚନା । ଏବଂ ଏହା ସହିତ ସୁନିତା ଓଇଲିଅମ୍ସଙ୍କୁ ଜୁନ୍ ୫ରେ ଅନ୍ତରୀକ୍ଷକୁ ନେଇ ଜାଇଥିବା ମହାକାଶ ଜାନ କୈାଣସି କ୍ରୁ ବିନା ଖାଲି ଫେରିଆସୁଛି ।
ଷ୍ଟାତଲାଇନର୍ କୁ ଫେରାଇଆଣିବା ଉପରେ ରହିଛି ନାସା ଏବଂ ବୋଯିଂ ଟିମ୍ର ନଜର ଏହି ରିଟର୍ନ ଜର୍ନୀ କୁ ନାସା ତରଫରୁ ଲାଇଭ୍ ଟେଲିକାଷ୍ଟ କରାଜାଉଛି । ଏହା ସହିତ ପାଣିପାଗ ଉପରେ ମଧଯ ନାସାର ନଜର ରହିଛି । ମହାକାଶରୁ ସ୍ଥର ରୁ ବାହାରି ପଋଥିବୀର ବାଯୁ ମଣ୍ଡଳରେ ପ୍ରବେସଶ କରିବା ସମଯରେ ଷ୍ଟାର ଲାଇଲନ ଉପରେ ଜଦି କୈାଣସି ପ୍ରକାର ଚାପ ସଋଷ୍ଟି ହେଲେ ଏହା ବୋଇ ପାଇଁ ବିପଦ୍ ସଜିପାରେ ବୋଲି ନାସା ପକ୍ଷ୍ରୁ କୁହାଜାଇଛି ।
ହିଲିଅମ୍ ଲିକ୍ ଏବଂ ଥରଷ୍ଟର ରେ ତ୍ରୁଟି ଦେଖାଜିବା ପରେ ୭ ଦିନ ପାଇଁ ଆଏସଏସ କୁ ଜାଇଥିବା ବୋଇଁ ସେଠାରେ ଅଟକି ରହିଥିଲା । ଏଥିରେ ଥିବା ତ୍ରୁଟିକୁ ସମାଧାନ କରିବାକୁ ଅନେକ ଚେଷ୍ଟା ପରେ ବି ଲିକେଜ୍ କୁ ପୁରା ପୁରି ନିଶଂିନ୍ତ ହୋଇପାରି ନଥିଲା ନାସା । ଏପରି ସ୍ଥିତିରେ ସୁନିତା ଏବଂ ତାଙ୍କ ସହଜୋଗୀ ମହାକାସଚାରୀ ବାରି ଉଇଲମର୍ ଙ୍କୁ ବୋଇଁ ରେ ଆଂିନା ବିପଦ୍ ଜନକ ହୋଇପାରେ ବୋଲି ନାସା ଅସଙ୍କା କରିଥିଲା ଏବଂ ଏହା ପରେ ନୋଯିଂ କୁ ଖାଲି ପୃଥିବୀ ଫେରାଇ ଆଣିବା ପାଇଁ ଶେଷ ନିଷ୍ପତ୍ତି ନିଆଜାଇଥିଲା । ଏବଂ ସୁନିତା ଓଇଲିଅମସ୍ ଫେବୃଆରୀ ୨୫ରେ ସ୍ପେସ ଏକ୍ସର କାପସୂଲ୍ ମହାକାଶ ଜାନରେ ପଋଥିବୀ ଫେରିବା ନେଇ ନାସା ସୂଚନା ଦେଇଥିଲା । ତେବେ ବର୍ତମାନ ଜଦି ଷ୍ଟାର ଲାଇନର୍ ର ବିନା କୈାଣସି ବିପଦ ଠିକ୍ ରୂପେ ପୃଥିବୀ ଫେରି ଆସେ ତେବେ ଏଥିରେ ହୋଇଥିବା ଟେକନିକାଲ୍ ଫଲ୍ଟକୁ ନେଇ ବିସ୍ତୃତ ଭାବରେ ଅନୁଧଯଯାନ କରାସଜିବା ନାସାର ପ୍ରାଥମିକତା ହେବ ।
📱 Get Argus News App
✨