ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା
·1 year ago

ଭୁବନେଶ୍ୱର: ବାହାର ଆଇଟମ୍ ଡ୍ୟାନସରଙ୍କୁ ମନା ଖଣ୍ଡଗିରି । ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ। ଯାତ୍ରା କମିଟି ଏହି ନିଷ୍ପତି ନେଇଛି । ଆଜି ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । ଥାନା ପକ୍ଷରୁ ଯାତ୍ରା କମିଟିକୁ ସିଧା ସିଧା ମନା କରାଯାଇଛି । ବାହାର ଆଇଟମ ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା । ଆସନ୍ତା 6 ତାରିଖରୁ 17 ତାରିଖ ଯାଏଁ ଚାଲିବ ଯାତ୍ରା ମହାସମର । କଳାକାରଙ୍କ ଏହି କୁମ୍ଭମେଳାରେ 13 ଟି ଅପେରା ସେମାନଙ୍କ ନାଟକ ସୋ କରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: