Videos
|
Odisha

ଓଢ଼ଣି ଲଗାଇ ଆତ୍ମହତ୍ୟା କଲେ ITI ଛାତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଓଢ଼ଣି ଲଗାଇ ଆତ୍ମହତ୍ୟା କଲେ ITI ଛାତ୍ରୀ

Key Points

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭଡ଼ା ଘରେ ଓଢ଼ଣି ଲଗାଇ ଆତ୍ମହତ୍ୟା
ଯୁବତୀଙ୍କୁ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ
ତିନି ମାସ ତଳେ ଜୋର୍ ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ

ଜୀବନ ହାରିଲେ ITI ଛାତ୍ରୀ । ଭଡ଼ା ଘରେ ଓଢ଼ଣି ଲଗାଇ ଆତ୍ମହତ୍ୟା । ଯୁବତୀଙ୍କୁ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ତିନି ମାସ ତଳେ ଜୋର୍ ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ ।


ଛାତ୍ରୀ ଜଣଙ୍କ ମାନସିକ ଚିନ୍ତାରେ ରହୁଥିଲେ । ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭଡ଼ା ଘରେ ଘଟିଛି ଘଟଣା । ଚନ୍ଦ୍ରଶେଖରପୁର ଥାନା ପୋଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: