|
logo
Live

Argus News - ରିଲ୍ସ ବନାଇବା ହେଲା କାଳ

Odisha

ରିଲ୍ସ ବନାଇବା ହେଲା କାଳ

Rashmita Mishra
Browse all articles by Rashmita Mishra
·1 year ago
ରିଲ୍ସ ବନାଇବା ହେଲା କାଳ

ଅର୍ଗସ ବ୍ୟୁରୋ: ରିଲ୍ସ ବନାଇବା ହେଲା କାଳ । କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ଓଲଟି ବୁଡ଼ିଗଲେ ୩ ଜଣ ନାବାଳକ । ତେବେ ସୌଭାଗ୍ୟବଶତଃ ଜଣେ ପହଁରି କୂଳକୁ ଫେରି ଆସିଛି । ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି । ତେବେ ଜଲାପୁଟ ଗାଁର ତିନି ଜଣ ନାବାଳକ ରିଲ୍ସ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଡ଼ଙ୍ଗାକୁ ନେଇ ମଝିକୁ ଚାଲିଯାଇଥିଲେ l ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା l ଜଣେ ନାବାଳକ ପହଁରି ଆସିଥିବା ବେଳେ ଦୁଇ ନାବାଳକ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ନାବାଳକଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରିଲ୍ସ ବନାଇବା ହେଲା କାଳ | Argus News