ବଦଳିଲେ ଯାଜପୁର SDPO ସତ୍ୟବ୍ରତ ଲେଙ୍କା
·1 year ago

ଅର୍ଗସ ବ୍ୟୁରୋ: ବଦଳିଲେ ଯାଜପୁର SDPO ସତ୍ୟବ୍ରତ ଲେଙ୍କା । ଯାଜପୁର ସହରରେ BNS 163 ଲାଗିଥିବାବେଳେ ବଦଳିଲେ । ତଦନ୍ତରେ ବ୍ୟାଘାତ ସୃଷ୍ଟି ଅଭିଯୋଗରେ ବଦଳି ହୋଇଥିବା ସୂଚନା ମିଳିଛି । ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଗଲେ ଯାଜପୁର SDPO । ଡିଏସ୍ପି କୈଳାସ ଚନ୍ଦ୍ର ସେଠୀଙ୍କୁ ଯାଜପୁର SDPO ଦାୟିତ୍ବ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

