Videos
|
Odisha

ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ

Sangram Tripathy
Browse all articles by Sangram Tripathy
·1 year ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ

ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ  ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କୁ ଲଗାଉଥିଲେ ଚୂନ୍,ଭାରତୀୟ ବି ବାଦ୍ ପଡୁନଥିଲେ ଏମାନଙ୍କ ଠକେଇର ମାୟାଜାଲରୁ। ୬ ସାଇବର ଠକଙ୍କୁ ବାନ୍ଧିଛି କମିସନରେଟ୍ ପୋଲିସ, ଆତଙ୍କୀ ଲିଙ୍କ୍ ନେଇ ଚାଲିଛି ଖୋଲତାଡ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jamatra gang-style robbery operation in capital, 6 cyber fraudsters arrested by Commissionerate Police | Argus News