Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଟଣୀ ଅରୂପ ବେହେରା ହତ୍ୟା ମାମଲା: 4ଜଣଙ୍କୁ ଆଜୀବନ ସଜ୍ଜା

Rashmita Mishra
Browse all articles by Rashmita Mishra
·1 year ago
ଜଟଣୀ ଅରୂପ ବେହେରା ହତ୍ୟା ମାମଲା: 4ଜଣଙ୍କୁ ଆଜୀବନ ସଜ୍ଜା

ଜଟଣୀ ଅରୂପ ବେହେରା ହତ୍ୟା ମାମଲା। ଚାରି ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା ଶୁଣାଇଲେ ଭୁବେନଶ୍ବର ଅତିରିକ୍ତ ଜିଲ୍ଲା ବିଚାର ପତି। ୨୦୧୭ ମସିହାରେ ହୋଇଥିଲା ହତ୍ୟାକାଣ୍ଡ । ଅରୂପ ବେହେରାଙ୍କ ଭଉଣୀକୁ କମେଣ୍ଟ ମରାଯାଇଥିଲା । ଏହାର ପ୍ରତିବାଦ କରିବାରୁ ଅରୂପଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ମାମଲାର ଶୁଣାଣି କରି ଚାରି ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଭୁବେନଶ୍ବର ଅତିରିକ୍ତ ଜିଲ୍ଲା ବିଚାର ପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jatani-arup-behera-murder-case-4-people-get-life-imprisonment | Argus News