Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତଙ୍କ ଘରେ ଚଢାଉ

Odisha

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତଙ୍କ ଘରେ ଚଢାଉ

Rashmita Mishra
Browse all articles by Rashmita Mishra
·1 year ago
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତଙ୍କ ଘରେ ଚଢାଉ

ଅର୍ଗସ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତଙ୍କ ଘରେ ଆୟକର ବିଭାଗର ଚଢଉ । ଆୟକର ବିଭାଗର ଟିମ୍ ସୁନୀଲଙ୍କ ବାସଭବନ ସହ ରାଞ୍ଚି ଓ ଜାମସେଦପୁରରେ ୯ଟି ସ୍ଥାନରେ  ଚଢଉ କରୁଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଉଛନ୍ତି ସୁନୀଲ ଶ୍ରୀବାସ୍ତବ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Jharkhand Chief Minister Hemant Soren's close aide Sunil Srivast's house | Argus News