Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Massive Fire Incident / ଝାରସୁଗୁଡ଼ା ରେଲଓ୍ବେ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

Ritu Das
Browse all articles by Ritu Das
·6 months ago
ଝାରସୁଗୁଡ଼ା ରେଲଓ୍ବେ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ
india

Key Points

ଝାରସୁଗୁଡ଼ା ରେଳ ଷ୍ଟେସନରେ ନିଆଁ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି।
ଷ୍ଟେସନରେ ଲାଗିଛି ନିଆଁ । ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ପୁରା ପ୍ଲାଟଫର୍ମ ପରିସର କଳାଧୂଆଁରେ ଆଚ୍ଛାଦିତ ହୋଇଥିଲା ।



ଯାହାପରେ ଷ୍ଟେସନ ପରିସରରେ ଉପସ୍ଥିତ ଥିବା ଲୋକେ ବାହାରକୁ ଦୌଡି ଆସିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Massive Fire Breaks Out at Jharsuguda Railway Station | Latest News | Argus News