Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳିଲେ ସ୍କୁଲ କିରାଣୀ

Odisha

ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳିଲେ ସ୍କୁଲ କିରାଣୀ

Banajyotshna Ray
Browse all articles by Banajyotshna Ray
·2 years ago
ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳିଲେ ସ୍କୁଲ କିରାଣୀ

ଅର୍ଗସ ବ୍ୟୁରୋ:  ଦଳୀୟ ପ୍ରଚାର କରି ବଦଳିଲେ ସ୍କୁଲ କିରାଣୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଲୋଇସିଂହା ବ୍ଲକ ଅଞ୍ଚଳରେ । ବୁରୋମୁଣ୍ଡା ପ୍ରେମରାଜ ସରକାରୀ ହାଇସ୍କୁଲର କନିଷ୍ଠ କିରାଣୀ ଉତ୍ତମ କୁମାର ସାହୁ ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳି ହୋଇଛନ୍ତି । ରାଜନୈତିକ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟରୁ ବଦଳି କରାଯାଇଛି ।ବର୍ତ୍ତମାନ ତାଙ୍କୁ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀଙ୍କ ଅଫିସରେ ଯୋଗଦେବା ପାଇଁ ନିର୍ଦ୍ଦେଶ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Joined the party meeting and changed his job as a school clerk | Argus News