Videos
|
Odisha

ଦୁଇଦିନିଆ ଓଡ଼ିଶା ଗସ୍ତରେ ଜେପି ନଡ୍ଡା

Ritu Das
Browse all articles by Ritu Das
·1 year ago
ଦୁଇଦିନିଆ ଓଡ଼ିଶା ଗସ୍ତରେ ଜେପି ନଡ୍ଡା

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ନଡ୍ଡା। କାଲି ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେବେ। ବିମାନବନ୍ଦରରେ ଜେପି ନଡ୍ଡାଙ୍କୁ ଉଛ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା। ଆସନ୍ତାକାଲି ନଡ୍ଡା ଶୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ ବୋଲି ଜଣାପଡ଼ିଛି।


ଏହାପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଚର୍ଚ୍ଚା ଏବଂ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
JP Nadda on two-day visit to Odisha | Argus News