ବ୍ରହ୍ମପୁରରେ ପହଞ୍ଚିଲେ ନଡ୍ଡା
·1 year ago·1 min read

ଅର୍ଗସ ବ୍ୟୁରୋ: ବ୍ରହ୍ମପୁରରେ ପହଞ୍ଚିଲେ ନଡ୍ଡା । ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପହଞ୍ଚିଲେ । ତେବେ ରଙ୍ଗେଇଲୁଣ୍ଡାରୁ ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ନଡ୍ଡା ।
- ବ୍ରହ୍ମପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବକ୍ତବ୍ୟ
- ମହାପ୍ରଭୁ ଜଡଗନ୍ନାଥଙ୍କ ନାମ ନେଇ ଅଭିଭାଷଣ ଆରମ୍ଭ କଲେ
- ଓଡିଶା ଗଠନରେ ମଧୁବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
- ମଧୁବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କ୍ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ନଡ୍ଡା
- ବିକାଶ ପାଇଁ ଓଡିଶାରେ ଏଥର ବିଜେପି ଆସିବା ଦରକାର
- 10 ବର୍ଷ ପୂର୍ବେ ଭାରତର ସ୍ଥିତି କଣ ଥିଲା
- ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କଣ ପରିବର୍ତ୍ତନ ହୋଇଛି
- ମୋଦି ଶାସନରେ ଭାରତ ବିକାଶ ପଥରେ ଆଗଉଛି
- ମୋଦିଙ୍କ ନେତୃତ୍ତ୍ୱରେ ଅର୍ଥନୀତି 5ମ ସ୍ଥାନରେ ପହଞ୍ଚିଛି
- ମେଡିସିନ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ
- ଅଟୋମବାଇଲେ ତିଆରି କରିବାରେ ଭାରତ ଜାପାନକୁ ପଛରେ ପକାଇ 3ୟ ସ୍ଥାନରେ ପହଞ୍ଚିଛି
- ପେଟ୍ରୋକେମିକାଲସ୍ ରେ ରପ୍ତାନୀ ବଢିଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: