Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଘୋଷଣା କରିଛି କଳାହାଣ୍ଡି ବିଜେପି

Odisha

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଘୋଷଣା କରିଛି କଳାହାଣ୍ଡି ବିଜେପି

Manini Pattanayak
Browse all articles by Manini Pattanayak
·2 years ago
ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଘୋଷଣା କରିଛି କଳାହାଣ୍ଡି ବିଜେପି

କଳାହାଣ୍ଡି: ଧାନ ଓ କପା ମଣ୍ଡିରେ କଟନି ଛଟନି କୁ ବିରୋଧ କରି ଗତ ୨୮ ତାରିଖରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା ବସିଛି ଜିଲ୍ଲା ବିଜେପି। ଆଜିକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି।

ମଣ୍ଡିରେ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ଓ ଗାଁ ଗାଁ ମଦ କୋଠୀ ବିରୋଧରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ୍ ଘୋଷଣା କରିଛି କଳାହାଣ୍ଡି ବିଜେପି। ମେଡିକାଲ ଛାଡ଼ି ସମସ୍ତ ସେବା ବନ୍ଦ୍ ରହିବ। ଭବାନୀପାଟଣା ସହରର ସମସ୍ତ ପ୍ରବେଶ ରାସ୍ତା ରୋକ କରିଛି ବିଜେପି।

ଅଧିକ ପଢନ୍ତୁ  ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalahandi BJP has announced a 12-hour Kalahandi shutdown today | Argus News