ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସ୍ଥିତି ବେହାଲ୍
·1 year ago

ମାଲକାନଗିରି: ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା କାଲିମେଳା । ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସ୍ଥିତି ବେହାଲ୍ । ଜିଲ୍ଲାର ପ୍ରାୟ ସମସ୍ତ ତଳୁଆ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ପୋଟେରୁ ଠାରେ 326 ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପୋଲ ଉପରେ ୩ରୁ ୪ ଫୁଟ ଜଳ ପ୍ରବାହ ଦ୍ବାରା ଯାତାୟାତ ଠପ ହୋଇଯାଇଛି । ରାସ୍ତାରେ ଅଟକି ରହିଛି ବହୁ ଯାନବାହନ । ଏହା ସହ mv96, କାଗ୍ରୁକୋଣ୍ଡା, କନ୍ୟାଶ୍ରମ ଓ mv 90 ନମ୍ବର ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: