Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ଜୁନିୟର କ୍ଳର୍କ ଦେବଯାନୀ କର ଗିରଫ

Smruti Parija
Browse all articles by Smruti Parija
·1 year ago
ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ଜୁନିୟର କ୍ଳର୍କ ଦେବଯାନୀ କର ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ଜୁନିୟର କ୍ଳର୍କ ଦେବଯାନୀ କର । ଗତକାଲି 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ଅଫିସ ଗଡ଼ରେଜରୁ 15 ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । 

ଗତକାଲି ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସର ଜୁନିୟର କ୍ଲର୍କ ଦେବଯାନୀ କରଙ୍କୁ ମାଡି଼ ବସିଥିଲା ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରେଡ ହ୍ୟାଣ୍ଡ୍ ରେ ଧରିଥିଲା ଭିଜିଲାନ୍ସ । ଏବେ ଭୁବନେଶ୍ୱର ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଦେବଯାନୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ରଖି ପଚରା ଉଚରା କରାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khandagiri Sub-Registrar Officer Junior Clerk Devjani Kar-arrested | Argus News