Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୀବନ ହାରିଦେଲେ ନୃତ୍ୟ ଗୁରୁ ସାନ୍ତା ରାଓ

Smruti Parija
Browse all articles by Smruti Parija
·1 year ago
ଜୀବନ ହାରିଦେଲେ ନୃତ୍ୟ ଗୁରୁ ସାନ୍ତା ରାଓ

ଖୋର୍ଦ୍ଧା: ଖୋର୍ଦ୍ଧା- ଓଡିଶୀ ନୃତ୍ୟ ଗୁରୁଙ୍କ ଆତ୍ମହତ୍ୟା । ଜଟଣୀ ଥାନା ଅଧିନ ମଧୁସୂଦନ ନଗର ସ୍ଥିତ ନିଜର ନୃତ୍ୟ ପ୍ରଭା ଡ୍ୟାନ୍ସ ଏକାଡେମୀରେ ବେକରେ ଓଢ଼ଣି ଲଗାଇ ନୃତ୍ୟ ଗୁରୁ ସାନ୍ତା ରାଓ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜଟଣୀ ଥାନା ପୋଲିସ ପହଞ୍ଚି ମୃତ ଶରୀରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
khurda-odissi-dancer-santa-rao-committed-suicide | Argus News