Videos
|
Odisha

ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି ଶସ୍ତା ହେଲା ସୁନାଦର

Swoyang prajna Mishra
Browse all articles by Swoyang prajna Mishra
·1 year ago
ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି ଶସ୍ତା ହେଲା ସୁନାଦର

ଅର୍ଗସ ବ୍ୟୁରୋ : ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା । ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ପାଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୧୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮, ୭୦୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ପାଇଛି। ସୁନା ଭଳି ରୂପା ଦଳରେ ମଧ୍ୟ ଗ୍ରାସ ଆସିଛି ।


ଜାନୁୟାରୀରେ ରୂପା ଦର ୯୧୪୦୦ ପ୍ରତି କିଲୋଗ୍ରାମରେ କାରବାର କରୁଛି । ଦିଲ୍ଲୀର ସରାଫା ବଜାରରେ ଶୁକ୍ରବାର, ୩ ଜାନୁୟାରୀରେ ରୂପା ଦାମ ୨୩୦ ଟଙ୍କା କମ ହୋଇ ୯୪,୦୦୦ ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
know the gold price today | Argus News