Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

speed 10; ସ୍କ୍ରୋଲ୍ କରନ୍ତୁ...ଖବର ପଢନ୍ତୁ

Smruti Parija
Browse all articles by Smruti Parija
·1 year ago·1 min read
speed 10; ସ୍କ୍ରୋଲ୍ କରନ୍ତୁ...ଖବର ପଢନ୍ତୁ
  • ୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ...ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ହେବ ରୋଲ୍ ମଡେଲ...ଅର୍ଗସର ହେଲଥ୍ କନେକ୍ଟ ସିଜିନ ୩ରେ ଆଇନମନ୍ତ୍ରୀଙ୍କ ବଡ ଘୋଷଣା
  • ସ୍ୱାସ୍ଥ୍ୟ ସେବାକୁ ଆଗକୁ ନେବା ଓ ଲୋକଙ୍କୁ ସଚେତନ କରିବା ପାଇଁ ଅର୍ଗସର ପ୍ରୟାସ...ଅର୍ଗସର ହେଲଥ୍ କନେକ୍ଟ ସିଜିନ -୩ ଆୟୋଜିତ...ମୁଖ୍ୟଅତିଥି ଭାବେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ 
  • ଭୁବନେଶ୍ବର ସତ୍ୟନଗରରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର...ବୋହୂ କାହାକୁ ନ ଜଣାଇ ଶାଶୁର ଶବଦାହ କରାଉଥିବା ଅଭିଯୋଗ... ମୃତକ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣ ପ୍ରଧାନ
  • ଭୁବନେଶ୍ବରରେ ଲଭ୍ ଜିହାଦ ମାମଲା...ଅଭିଯୁକ୍ତ ମହମ୍ମଦ ସମୀର ମନସୁରୀ ଗିରଫ...ଅଭିଯୁକ୍ତ ଠାରୁ ଦୁଇଟି ଫୋନ୍‌ ଜବତ...ଛାନଭିନ୍ କରୁଛି ପୋଲିସ
  • ଝାଡ଼ଖଣ୍ଡ ପ୍ରଚାର ମୈଦାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...ଓଡ଼ିଆ ବହୁଳ ଅଞ୍ଚଳ ବହଡାଗୋଡା ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଦିନେଶାନନ୍ଦ ଗୋସ୍ବାମୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ 
  • ଆସନ୍ତା ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା...ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ...୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା 
  • ବାଲେଶ୍ଵରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ୬୨ଦିନରେ ବିଚାର କରି ରାୟ ଶୁଣାଇଲେ କୋର୍ଟ...ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ବାଲେଶ୍ବର ସ୍ବତନ୍ତ୍ର ପକ୍ସୋ କୋର୍ଟ 
  • ଭକ୍ତଙ୍କ ଆକ୍ରମଣରେ ଜେଟିପି ଗୁରୁତର...ଶ୍ରୀମନ୍ଦିର ଭିତରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ...ପ୍ରସ୍ଥାନ ଦ୍ବାରରେ ପ୍ରବେଶ ବାରଣ କରିବାରୁ ଜେଟିପିଙ୍କୁ ଆକ୍ରମଣ ହୋଇଥିବା ସୂଚନା
  • ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ...ଦ୍ବିତୀୟ ଦିନରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ ପଲ...ସ୍ଥାନୀୟ ଲୋକେ ଆତଙ୍କିତ 
  •  ପାକିସ୍ତାନ ବାଲୋଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ...ବିସ୍ଫୋରଣରେ ୨୦ ମୃତ, ୩୦ରୁ ଅଧିକ ଗୁରୁତର 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
know-todays-update-news | Argus News