Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - speed 10; ସ୍କ୍ରୋଲ୍ କରନ୍ତୁ ଖବର ପଢନ୍ତୁ...

Odisha

speed 10; ସ୍କ୍ରୋଲ୍ କରନ୍ତୁ ଖବର ପଢନ୍ତୁ...

Smruti Parija
Browse all articles by Smruti Parija
·1 year ago·2 min read
speed 10; ସ୍କ୍ରୋଲ୍ କରନ୍ତୁ ଖବର ପଢନ୍ତୁ...
  • ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ... ଏଥିରୁ ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ...କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା
  •  ଯବାନଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ମାଓବାଦୀ...ଯବାନଙ୍କ ଜବାବୀ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଲାଲବାହିନୀ...ଛତିଶଗଡ ସୀମାନ୍ତ ବିଜାପୁରର ଜେଡି ପାଲି ଠାରେ ମାଓବାଦୀଙ୍କ ଆକ୍ରମଣ...ରକେଟ ବୋମା, ବିୟର ବୋତଲ ବୋମା ଫିଙ୍ଗିବା ସହ ଆଖିବୁଜା ଗୁଳିଚାଳନା
  • 6 ହଜାର 4 ଶହ କୋଟି ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଦ୍ରୌପଦୀ ମୁର୍ମୁ... 3ଟି ରେଳ ଲାଇନ ସହ ରାଇରଙ୍ଗପୁରରେ ଜନଜାତି ଗବେଷଣା ଏବଂ ବିକାଶ କେନ୍ଦ୍ର, ଦଣ୍ଡାବୋଷ ବିମାନବନ୍ଦର ଓ ଉପମଣ୍ଡଳୀୟ ଚିକିତ୍ସାଳୟର ଶିଳାନ୍ୟାସ କରିବେ ରାଷ୍ଟ୍ରପତି 
  • ଚାଷୀଙ୍କୁ ମିଳିବ କ୍ଵିଣ୍ଟାଲ ପିଛା ୮ଶହ ଟଙ୍କା ବୋନସ...ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ ଆଶିଷ ସିଂ...ITBP ଇନ୍ସପେକ୍ଟର ଜେନେରାଲ ହେଲେ ଆଶିଷ ସିଂ...ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଦାୟିତ୍ବ ନେଇ ବିଜ୍ଞପ୍ତି ଜାରି
  • 24 ଦାଦନ ଶ୍ରମିକ ଉଦ୍ଧାର... ଡ୍ରାଇଭର ସମେତ ଦଲାଲ ଗିରଫ... ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ 2 ନାବାଳିକା ସହ 6 ଶିଶୁ ...ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା କୁମ୍ଭାରୀ ଗ୍ରାମରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ କରମତଲା ଗ୍ରାମ ନିକଟରୁ ପୁଲିସ ୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି
  •  ସିରିଆରେ ସ୍ଥିତି ସଙ୍ଗୀନ୍ ...ଏଥିପାଇଁ ସେଠାରେ ଥିବା ଭାରତୀୟ ମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ... ଯଦି ସମ୍ଭବ ତୁରନ୍ତ ବିମାନରେ ସ୍ବଦେଶ ଫେରିବାକୁ ଆଡଭାଇଜରି ଜାରି କଲା ବୈଦେସିକ ମନ୍ତ୍ରାଳୟ
  • ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ... ଶ୍ରୀମନ୍ଦିରରେ ଏହି ଅବସରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି...ମହାପ୍ରଭୁଙ୍କ ମାନବୀୟ ଲୀଳାକ୍ରମରେ ଏହି ନୀତିରେ ଶୀତର ପ୍ରକୋପରୁ ବର୍ତ୍ତିବାକୁ ଘୋଡ଼ ଲାଗି କରାଯାଏ
  • ‘ପୁଷ୍ପା-୨’ ଫିଲ୍ମର  ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କଲେ ଅଭିନେତା ଅଲ୍ଲୁ ଅର୍ଜୁନ...ମୃତକଙ୍କ ପରିବାରକୁ ୨୫ ଲକ୍ଷ ଓ ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ନେଇ କଲେ ଘୋଷଣା
  •  ଖସିବ ପାରଦ, ବଢ଼ିବ ଶୀତ….ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ସମ୍ଭାବନା….କିଛି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିପାରେ ଟେମ୍ପରେଚର….୯ରୁ ପୁଣି ତାପମାତ୍ରା ବଢ଼ିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
     
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
know-update-news | Argus News