Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Festival / ମହାଦେବଙ୍କ ଅତିପ୍ରିୟ ଶ୍ରାବଣ; ଭୂଲୋକରେ ଭ୍ରମଣ କରନ୍ତି ଶିବ ପାର୍ବତୀ

Smruti Parija
Browse all articles by Smruti Parija
·11 months ago·1 min read
ମହାଦେବଙ୍କ ଅତିପ୍ରିୟ ଶ୍ରାବଣ; ଭୂଲୋକରେ ଭ୍ରମଣ କରନ୍ତି ଶିବ ପାର୍ବତୀ
Devotion News

Key Points

ଭସ୍ମ ଶିବଙ୍କର କାହିଁକି ଏତେ ପ୍ରିୟ ?
ହାତରେ ଡମ୍ବରୁ, ବେକରେ ରୁଦ୍ରାକ୍ଷ, ଆଉ, ଦେହରେ ବାଘଛାଲ କାହିଁକି ପରିଧାନ କରିଥାନ୍ତି ମହାଦେବ ?
ପ୍ରତ୍ୟେକ ଶୈବାଳୟରେ ଗୁଡିକରେ କାହିଁକି ବିରାଜମାନ ହୋଇଥାନ୍ତି ନନ୍ଦି ?
ଶ୍ରାବଣ ମାସରେ କାହିଁକି ହୁଏ କାଉଡି ଯାତ୍ରା ? କିଏ କରିଥିଲେ ଏହାର ଆରମ୍ଭ ?

ମହାଦେବଙ୍କ ଅତିପ୍ରିୟ ଶ୍ରାବଣ । ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିଧିବିଧାନ ସହକାରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ, ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପ କରିଥିଲେ। ଶ୍ରାବଣରେ ମାତା ପାର୍ବତୀ ଓ ଭଗବାନ ଶିବ ଭୂଲୋକରେ ଭ୍ରମଣ କରନ୍ତି । ତେଣୁ ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି ।

ପାଦରେ ଫୋଟକା ବାହାରୁ, ଚମ ଛାଡୁ...ଯେତେ କଷ୍ଟ ହେଉ ପଛେ କାଉଡିଆ ଟିଏ କିଲୋମିଟର କିଲୋମିଟର ଚାଲି ଚାଲି ଶିବଙ୍କୁ ଜଳ ଅର୍ପଣ କରିଥାଏ । ସେ ଯେତେ କଷ୍ଟ ହେଉ ନା କାହିଁକି ଥରେ ପାଣି ଉଠାଇଲେ ଯେ ପର୍ଯ୍ୟନ୍ତ ଜଳ ଲିଙ୍ଗ ଉପରେ ଅର୍ପିଣ ନକରିଛନ୍ତି ସେ ପର୍ଯ୍ୟନ୍ତ ଚାଲିଥାନ୍ତି କାଉଡିଆ । ଏହି ଯାତ୍ରା ଯେତେ ଅସମ୍ଭବ ହେଉ ନା କାହିଁକି ପ୍ରତିବର୍ଷ ଲକ୍ଷ ଲକ୍ଷ କାଉଡିଆ ଯାତ୍ରା କରିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ମହାଦେବଙ୍କ ଅତିପ୍ରିୟ ଶ୍ରାବଣ; ଭୂଲୋକରେ ଭ୍ରମଣ କରନ୍ତି ଶିବ ପାର୍ବତୀ | Argus News