Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ତାକାଶ ରଙ୍ଗମଂଚରେ ଦେଖିବାକୁ ମିଳିବ ଶାସ୍ତ୍ରୀୟ ନୃତ୍ୟର ସମ୍ଭାର

Smruti Parija
Browse all articles by Smruti Parija
·1 year ago
କ୍ତାକାଶ ରଙ୍ଗମଂଚରେ ଦେଖିବାକୁ ମିଳିବ ଶାସ୍ତ୍ରୀୟ ନୃତ୍ୟର ସମ୍ଭାର

ପୁରୀ: ଆଜିଠୁ ପାଞ୍ଚ ଦିନ ଧରି ଚାଲିବ କୋଣାର୍କ ମହୋତ୍ସବ । ୫ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବରେ ସନ୍ଧ୍ୟାରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀୟାଟ୍ଟମ, କୁଚିପୁଡ଼ୀ, ଭାରତନାଟ୍ୟମ ଆଦି ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ବାଲୁକାକଳା ଏବଂ ମିନାବଜାର  ପର୍ଯ୍ୟଟକଙ୍କ ମନ ମୋହିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଡିସେମ୍ବର ୫ ପର୍ଯ୍ୟନ୍ତ କୋଣାର୍କର ମୁକ୍ତାକାଶ ରଙ୍ଗମଂଚର ଶାସ୍ତ୍ରୀୟ ନୃତ୍ୟର ସମ୍ଭାର ଦେଖିବାକୁ ମିଳିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
konark-festival-starts-from-today- | Argus News