Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମ୍ମା ତହସିଲ ARI

Smruti parija
Browse all articles by Smruti parija
·1 year ago
ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମ୍ମା ତହସିଲ ARI

Key Points

କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମିଲ ସାର୍କିଲ ARI ସୁରେନ୍ଦ୍ର ତନ୍ତିଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ।

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମିଲ ସାର୍କିଲ ARI ସୁରେନ୍ଦ୍ର ତନ୍ତିଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରାଯାଇଛି । ଏହି ଚଢ଼ାଉରେ ୩ ଡିଏସ୍‌ପି, ୭ ଇନ୍ସପେକ୍ଟର, ୫ ଏସ୍‌ଆଇଙ୍କ ସମେତ ଅନ୍ୟ ଅଧିକାରୀ ବି ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ବୋରିଗୁମ୍ମାରେ ଥିବା ଦୁଇ ମହଲା କୋଠା, ବୋରିଗୁମ୍ମାରେ ଥିବା ଝିଅ ରହୁଥିବା ଭଡା ଘର ସମେତ ଆଉ 8 ଟି ସ୍ଥାନରେ ରେଡ୍ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
koraput-borigumma-tehsil-ari-in-the-vigilance-net | Argus News