ବିବାଦରେ ଲବ ହାଂସଦା, ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍ ଥାନାରେ ମାମଲା ରୁଜୁ
·1 year ago

Key Points
ବିବାଦରେ ଲବ ହାଂସଦା। ଲବ ହାଂସଦାଙ୍କ ପ୍ରେମିକା ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମୃତକଙ୍କ ପରିବାର ଲୋକେ ଲବ ହାଂସଦାଙ୍କ ଦାୟୀ କରିଛନ୍ତି।
ବିବାଦରେ ଲବ ହାଂସଦା। ଲବ ହାଂସଦାଙ୍କ ପ୍ରେମିକା ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମୃତକଙ୍କ ପରିବାର ଲୋକେ ଲବ ହାଂସଦାଙ୍କ ଦାୟୀ କରିଛନ୍ତି।
ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍ ଥାନାରେ ଲବ ହାଂସଦାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: